ବିବାଦ ଘେରରେ ଭାରତୀୟ କ୍ରିକେଟର : ଭାଇରାଲ୍ ହେଉଛି ଗୋମାଂସ ଖାଇଥିବା ବିଲ୍

ନୂଆଦିଲ୍ଲୀ: ବିବାଦ ଘେରରେ ଭାରତୀୟ ଖେଳାଳି। ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ୍ ମଧ୍ୟ ଖୁବ ଭାଇରାଲ ହେଉଛି। ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି, ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଫଟୋରେ ରୋହିତ ଶର୍ମାଙ୍କ ସହ … Continue reading ବିବାଦ ଘେରରେ ଭାରତୀୟ କ୍ରିକେଟର : ଭାଇରାଲ୍ ହେଉଛି ଗୋମାଂସ ଖାଇଥିବା ବିଲ୍